କାଲିଠାରୁ ସପ୍ତାହାନ୍ତ ସଟଡାଉନ୍: ସମ୍ପୂର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର

ମୁତୟନ ହେବେ ୧୦ ପ୍ଲାଟୁନ୍ ଫୋର୍ସ, ୩୦ ଅଫିସର ଭୁବନେଶ୍ବର : ରାତି ପାହିଲେ ରାଜଧାନୀରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଟ୍ରାଫିକ ଥାନାରେ ବ୍ୟବସାୟୀ ସଂଘ ସହ ପୁଲିସର ବୈଠକ ବସିଛି। ସଟ୍‌ଡାଉନ୍‌ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବାଦ୍ ଦେଲେ ଆଉ କେହି ଘରୁ ବାହାରି ପାରିବେ ନାହିଁ। ମେଡିକାଲ୍, ବିଦ୍ୟୁତ, ଜଳ … Continue reading କାଲିଠାରୁ ସପ୍ତାହାନ୍ତ ସଟଡାଉନ୍: ସମ୍ପୂର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର